ଗୋଲ୍ଡେନ ଯୁବୁଲି ପ୍ରସ୍ତୁତି ବୈଠକ
Completed

ଆସନ୍ତା ୯ ତାରିଖ ଗୋପବନ୍ଧୁ ଜୟନ୍ତୀ ଦିନ ୩ ଟାରେ ଆମର ଗୋଲ୍ଡେନ ଯୁବୁଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।ସେହିଦିନ ସବୁ କଥାର ଯଥା function date, Guests final list and blue print of the Golden jubili celebration ର ଚୁଡାନ୍ତ ରୂପରେଖ ପ୍ରକାଶ ପାଇବ।ତେଣୁ, ଆପଣ ମାନେ ବିଶେଷ କରି ବିଭିନ୍ନ କମିଟି ରେ ଥିବା କର୍ମକର୍ତ୍ତା ମାନେ ଆସି ସ୍କୁଲ ରେ ପହଞ୍ଚିବେ। ସେହିଦିନ ମଧ୍ୟ ନିଷ୍ପତି କରାଯିବ କେଉଁମାନେ guest contact ପାଇଁ ଯିବେ।୧୨ ତାରିଖ ରେ ହେବାକୁ ଥିବା ବୈଠକ କୁ ଆମେ ୯ ତାରିଖ ରେ ସାରିବା।ତେଣୁ, ସମସ୍ତ ବନ୍ଧୁମାନଙ୍କୁ ବିଶେଷ ଅନୁରୋଧ କରୁଛୁ ଯେ ଆପଣ ମାନେ ଆସନ୍ତା ୯ ତାରିଖ ଦିନ ଆସି ସ୍କୁଲ ରେ ପହଞ୍ଚିବେ ଓ ଯୋଜନାକୁ ଫଳବତୀ କରିବାରେ ଜଣେ ଜଣେ ଧର୍ମପଦ ସାଜିବେ କାରଣ ଆମ ସ୍କୁଲ , ଆମ ଗର୍ବ ଓ ଆମ ଗୌରବ। କୌଣସି ହାଲତ ରେ ତାର ମର୍ଯ୍ୟାଦା କୁ ଆମେ କ୍ଷତି କରିବାକୁ ଦେବା ନାହିଁ । ସମସ୍ତେ ଆସନ୍ତୁ, ମତ ଦିଅନ୍ତୁ ଓ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାରେ ଭାଗୀଦାର ହୁଅନ୍ତୁ।

Start: 19 Oct 2025 09:00

End: 19 Oct 2025 16:00

Location: ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠ (UGNB)

ଗୋଲ୍ଡେନ ଯୁବୁଲି ପ୍ରସ୍ତୁତି ବୈଠକ
Cancelled

ଆସନ୍ତା ୯ ତାରିଖ ଗୋପବନ୍ଧୁ ଜୟନ୍ତୀ ଦିନ ୩ ଟାରେ ଆମର ଗୋଲ୍ଡେନ ଯୁବୁଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।ସେହିଦିନ ସବୁ କଥାର ଯଥା function date, Guests final list and blue print of the Golden jubili celebration ର ଚୁଡାନ୍ତ ରୂପରେଖ ପ୍ରକାଶ ପାଇବ।ତେଣୁ, ଆପଣ ମାନେ ବିଶେଷ କରି ବିଭିନ୍ନ କମିଟି ରେ ଥିବା କର୍ମକର୍ତ୍ତା ମାନେ ଆସି ସ୍କୁଲ ରେ ପହଞ୍ଚିବେ। ସେହିଦିନ ମଧ୍ୟ ନିଷ୍ପତି କରାଯିବ କେଉଁମାନେ guest contact ପାଇଁ ଯିବେ।୧୨ ତାରିଖ ରେ ହେବାକୁ ଥିବା ବୈଠକ କୁ ଆମେ ୯ ତାରିଖ ରେ ସାରିବା।ତେଣୁ, ସମସ୍ତ ବନ୍ଧୁମାନଙ୍କୁ ବିଶେଷ ଅନୁରୋଧ କରୁଛୁ ଯେ ଆପଣ ମାନେ ଆସନ୍ତା ୯ ତାରିଖ ଦିନ ଆସି ସ୍କୁଲ ରେ ପହଞ୍ଚିବେ ଓ ଯୋଜନାକୁ ଫଳବତୀ କରିବାରେ ଜଣେ ଜଣେ ଧର୍ମପଦ ସାଜିବେ କାରଣ ଆମ ସ୍କୁଲ , ଆମ ଗର୍ବ ଓ ଆମ ଗୌରବ। କୌଣସି ହାଲତ ରେ ତାର ମର୍ଯ୍ୟାଦା କୁ ଆମେ କ୍ଷତି କରିବାକୁ ଦେବା ନାହିଁ । ସମସ୍ତେ ଆସନ୍ତୁ, ମତ ଦିଅନ୍ତୁ ଓ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାରେ ଭାଗୀଦାର ହୁଅନ୍ତୁ।

Start: 09 Oct 2025 15:00

End: 09 Oct 2025 17:00

Location: ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠ (UGNB)

Golden Jubilee Meeting
Completed

We are pleased to announce the Golden Jubilee Meeting to mark 50 years of UGB Narendra pur School. This meeting will bring together key members, leaders, and stakeholders to reflect on our journey, celebrate our achievements, discuss future initiatives, and strengthen our vision for the years ahead.

Start: 14 Sep 2025 10:00

End: 14 Sep 2025 13:00

Location: Narendra pur